ଆଜିର ଖବର ରୋକୋଙ୍କ ଦମଦାର ପ୍ରଦର୍ଶନ: ODIରେ ବିଶ୍ୱର ନମ୍ବର-୨ ହେଲେ ବିରାଟ, ଶୀର୍ଷରେ ରୋହିତ ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ସଦ୍ୟତମ ରାଙ୍କିଂରେ ବିରାଟ କୋହଲି ଏକ ବଡ ଉନ୍ନତି କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜରେ…