ଆଜିର ଖବର ସବୁ କଲେଜରେ ଗଠନ ହେବ ଆଇସିସି କମିଟି ଭୁବନେଶ୍ୱର: ସପ୍ତାହେ ଭିତରେ ସବୁ କଲେଜରେ ଆଇସିସି ବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ଆଞ୍ଚଳିକ ନିର୍ଦ୍ଦେଶାଳୟ ଶିକ୍ଷା ନିର୍ଦ୍ଦେଶକଙ୍କ ସବୁ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ…