ଆଜିର ଖବର ଆସନ୍ତାକାଲି ବିଶ୍ବକପ୍ ଫାଇନାଲ, ବାଲୁକାକଳାରେ ବିରାଟ ଟ୍ରଫି କରି ଟିମ ଇଣ୍ଡିଆକୁ ଉତ୍ସାହିତ କଲେ ସୁଦର୍ଶନ ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତିକ୍ଷିତ ବିଶ୍ବକପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ସେଥିପାଇଁ ସାରା ଭାରତ ବର୍ତ୍ତମାନ ଉତ୍ସବ ମୁଖର ହୋଇଉଠିଛି। ଟିମ ଇଣ୍ଡିଆ…