ଜାତୀୟ ଖବର ଝିଅମାନଙ୍କୁ ପୂର୍ଣ୍ଣ ଅଧିକାର ମିଳୁ, ଟେକ୍ନୋଲୋଜି କ୍ଷେତ୍ରରେ ସମାନ ଭାଗିଦାରୀ ରହୁ: ଇଶା ଅମ୍ବାନୀ ନୂଆଦିଲ୍ଲୀ: ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବରେ ଉଭା ହେବାର ଅଛି ତେବେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ।…