ଆଜିର ଖବର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଇଫତାର ପାର୍ଟି ବର୍ଜ୍ଜନ କରିବେ ମୁସଲିମ ସଂଗଠନ, ଚିଠି ଜାରି କଲା ଇମାରତ-ଏ-ଶାରିଆ ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତରଫରୁ ଆଜି ଆୟୋଜିତ ହେବାକୁ ଥିବା ଇଫତାର ପାର୍ଟିକୁ ପ୍ରମୁଖ ମୁସଲମାନ ଧାର୍ମିକ ସଂଗଠନ ବର୍ଜ୍ଜନ କରିବେ। ଚିଠିରେ ଉଲ୍ଲେଖ…