ଆଜିର ଖବର ଜାନୁୟାରୀ ପରଠାରୁ ମରିଛନ୍ତି 64 ଆତଙ୍କୀ ଶ୍ରୀନଗର : ଜାନୁୟାରୀ ପରଠାରୁ କାଶ୍ମୀର ଉପତ୍ୟାକାରେ 64 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀ…