ଆଜିର ଖବର କରୁପନ୍ନା ସ୍ବାମୀ ମନ୍ଦିରରେ ଅଘଟଣ : ଚାରି ମହିଳା ସମେତ ୭ ମୃତ ରବିବାର ଦିନ ଥେରୁପର ନିକଟରେ ମେଥୁୟାମ୍ପାଲୟମ୍ର କରୁପନ୍ନା ସ୍ବାମୀ ମନ୍ଦିରରେ ଚାଲିଥିବା ଏକ ଉତ୍ସବ ସମୟରେ ଅଘଟଣ ଘଟି ଚାରିଜଣ ମହିଳା ସମେତ ସାତଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ…