ଅନ୍ତରାଷ୍ଟ୍ରୀୟ ୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ ନୂଆଦିଲ୍ଲୀ: ପଞ୍ଚମ ଟି-୨୦ରେ ଭାରତକୁ ୫୬ ରନରେ ଇଂଲଣ୍ଡ ପରାସ୍ତ କରିଛି। ଏହା ସହିତ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ୪-୦ରେ ଜିତିଛି। ପଞ୍ଚମ ଟି-୨୦…