ଆଜିର ଖବର ଭାରତ-ଇଂଲଣ୍ଡ ଦିନିକିଆ ସିରିଜ: 3-0 ରେ ଜିତିଲା ଟିମ ଇଣ୍ଡିଆ ନୂଆଦିଲ୍ଲୀ: ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ 142 ରନରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ପ୍ରଥମେ ଖେଳି 356 ରନ୍ ସ୍କୋର କରିଥିଲା,…