ଆଜିର ଖବର Rising Star Asia Cup: ସେମିଫାଇନାଲରେ ହେବ କଡା ଟକ୍କର, ଜାଣନ୍ତୁ କାହାକୁ ଭେଟିବ ଟିମ ଇଣ୍ଡିଆ ନୂଆଦିଲ୍ଲୀ: ଅନ୍ତିମ ଲିଗ୍ ମ୍ୟାଚ୍ରେ ଓମାନକୁ ଭାରତ ଏ ୭ ୱିକେଟ୍ରେ ପରାସ୍ତ କରି ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ରେ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛି।…