ଅନ୍ତରାଷ୍ଟ୍ରୀୟ ଆଜିଠାରୁ ରାଇଜିଂ ଷ୍ଟାର୍ସ ଏସିଆ କପ୍: ଦେଖନ୍ତୁ କାର୍ଯ୍ୟସୂଚୀ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ ନୂଆଦିଲ୍ଲୀ: ରାଇଜିଂ ଷ୍ଟାର୍ସ ଏସିଆ କପ୍-୨୦୨୬ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ହଂକଂ ଏବଂ ବାଂଲାଦେଶ ଏ ମଧ୍ୟରେ ଖେଳାଯାଉଛି। ଏହା ୫୦ ଓଭର ଫର୍ମାଟରେ…