ଅନ୍ତରାଷ୍ଟ୍ରୀୟ ଫାଇନାଲରେ ଶ୍ରୀଲଙ୍କାକୁ ୩୭୮ ରନ୍ ଟାର୍ଗେଟ ଦେଲା ଭାରତ: ବୈଭବଙ୍କ ପରେ ଅନୁକୂଳଙ୍କ ବିସ୍ଫୋରକ ପାଳି ନୂଆଦିଲ୍ଲୀ: ତ୍ରିକୋଣୀୟ ସିରିଜର ଫାଇନାଲ ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୭୭ ରନ୍ କରିଛି। ଭାରତ ଏ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ୍ରେ…