ଅନ୍ତରାଷ୍ଟ୍ରୀୟ ‘ପାକିସ୍ତାନ ନୁହେଁ, ଭାରତର ପ୍ରକୃତ ଶତ୍ରୁ ହେଉଛି ଚୀନ୍’: ଆମେରିକାର ଗୁଇନ୍ଦା ରିପୋର୍ଟରେ ବଡ଼ ଦାବି ନୂଆଦିଲ୍ଲୀ: ଭାରତର ବୈଦେଶିକ ଏବଂ ପ୍ରତିରକ୍ଷା ନୀତି ଦୀର୍ଘ ଦିନ ଧରି ପାକିସ୍ତାନ-କେନ୍ଦ୍ରିକ ହୋଇଆସିଛି। କିନ୍ତୁ ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା (DIA)ର ଏକ ସାମ୍ପ୍ରତିକ ରିପୋର୍ଟରେ…