ଆଜିର ଖବର ଭାରତୀୟ ସେନାକୁ ମିଳିବାକୁ ଯାଉଛି ‘ବ୍ରହ୍ମାସ୍ତ୍ର’: ୧.୦୫ ଲକ୍ଷ କୋଟିର ହେଲା ମହା-ଡିଲ୍ ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହି କ୍ରମରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)…