ଜାତୀୟ ଖବର ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ? ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ଜଣେ ନୂତନ ମୁଖ୍ୟ ଚୟନକର୍ତ୍ତା ମିଳିବାକୁ ଯାଉଛି। ରବି ଶାସ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ନୂତନ ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତ କରାଯାଇପାରେ।…