ଆଜିର ଖବର ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ? ନୂଆଦିଲ୍ଲୀ: ମୋଦି ବନାମ ରାହୁଲ! ବୟାନବାଜିରୁ ଆରମ୍ଭ ହୋଇଥିବା ରାଜନୈତିକ ଲଢ଼େଇ ଏବେ ଖୋଲା ବିତର୍କର ଚ୍ୟାଲେଞ୍ଜରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରି…