ଜାତୀୟ ଖବର ୧୯ ବର୍ଷରୁ କମ୍ ଏସିଆ କପ୍: ଆଜି ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୫ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଆଜି ଦୁଇ ଫାଇନାଲିଷ୍ଟ ନିର୍ଣ୍ଣୟ ହେବ। ଆଜି ଉଭୟ ସେମି ଫାଇନାଲ ଖେଳାଯିବ।…