ଅନ୍ତରାଷ୍ଟ୍ରୀୟ କବାଡିରେ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଲା ଭାରତ: କଡ଼ା ମୁକାବିଲାରେ ଇରାନ ୪୦-୩୪ ରେ ପରାସ୍ତ ନୂଆଦିଲ୍ଲୀ: ଆଜି ୨୦୨୬ ଏସୀୟ କ୍ରୀଡ଼ାରେ କବାଡିରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛି। ପୁରୁଷ କବାଡି ଦଳ ଫାଇନାଲରେ ଇରାନକୁ ୪୦-୩୪ରେ ପରାସ୍ତ କରି ଚମତ୍କାର ପ୍ରଦର୍ଶନ…