ଅନ୍ତରାଷ୍ଟ୍ରୀୟ ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଗାଲେରେ ଖେଳାଯାଇଥିଲା, ଯେଉଁଠାରେ ସ୍ପିନ୍ ବୋଲରମାନେ ବ୍ୟାଟସମ୍ୟାନଙ୍କୁ ସମସ୍ୟାରେ ପକାଇଥିଲେ। ମ୍ୟାଚ୍ରେ ସ୍ପିନରମାନେ ମୋଟ ୨୬…