ଜାତୀୟ ଖବର INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି ନୂଆଦିଲ୍ଲୀ: ୨୦୨୯ ଲୋକସଭା ନିର୍ବାଚନକୁ ଆହୁରି ଅନେକ ସମୟ ବାକି ଥିଲେ ମଧ୍ୟ ଏବେଠାରୁ ଆରମ୍ଭ ହୋଇଗଲା ରାଜନୈତିକ ମୁହାଁମୁହିଁ। ବିଶେଷକରି ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ…