ଜାତୀୟ ଖବର ଭାରତକୁ ମୋଷ୍ଟ ଫେଭର୍ଡ ନେସନ ମାନ୍ୟତା ସମାପ୍ତ କଲା ସ୍ଵିଜରଲ୍ୟାଣ୍ଡ, ଜାଣନ୍ତୁ କ’ଣ ହେବ କ୍ଷତି? ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡ ଭାରତକୁ ଦେଇଥିବା ମୋଷ୍ଟ ଫେଭରଡ୍ ନେସନ୍ (MFN) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଭାରତୀୟ କମ୍ପାନୀଗୁଡିକ ଜାନୁଆରୀ 1, 2025 ରୁ ସ୍ୱିଜରଲ୍ୟାଣ୍ଡରେ ଆୟ ଉପରେ…