ଜାତୀୟ ଖବର ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ ଭୁବନେଶ୍ଵର: ଶେଷରେ ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ବିଜେତା ଘୋଷଣା ହୋଇଛି। ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ…