ଆଜିର ଖବର Indian IPO Market: ଅକ୍ଟୋବର ମାସରେ ପାଣ୍ଠି ସଂଗ୍ରହ ₹46,000 କୋଟିରେ ପହଞ୍ଚିଛି ସୃଷ୍ଟି କରିଛି ରେକର୍ଡ Indian IPO Market: ଅକ୍ଟୋବର ମାସଟି ଭାରତୀୟ ପୁଂଜି ବଜାର ବେଶ ଉତ୍ସାହ ଜନକ ଥିଲା। ବିଶେଷ କରି IPO କ୍ଷେତ୍ରରେ ଏହି ମାସ ବେଶ ଆଗୁଆ…