ଜାତୀୟ ଖବର ଭାରତରେ ଆୟୋଜିତ ହେବ ଆଇପିଏଲର ୧୭ ତମ ସିଜନ, ମେ ୨୬ ରେ ଫାଇନାଲ ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସିଜନ୍ ଭାରତରେ ଆୟୋଜିତ ହେବାକୁ ଯାଉଛି। ଏହାକୁ ଆଇପିଏଲ୍ ଚେୟାରମ୍ୟାନ୍ ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ ଲୋକସଭା ନିର୍ବାଚନ…