ଅନ୍ତରାଷ୍ଟ୍ରୀୟ ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ବିଜୟ: ହର୍ମୁଜ୍ ପ୍ରଣାଳୀ ପାର କଲା ‘ଦିଶା’ ନୂଆଦିଲ୍ଲୀ: ତିନି ମାସରୁ ଅଧିକ ସମୟ ଅପେକ୍ଷା, ଯୁଦ୍ଧର ଭୟ ଏବଂ ସମୁଦ୍ରରେ ଅଟକିଥିବା ନିଶ୍ୱାସ… ଶେଷରେ ଏହି ଉତ୍ତେଜନାର ଅନ୍ତ ଘଟିଛି। ଯେତେବେଳେ ଭାରତୀୟ ଜାହାଜ…