ଅନ୍ତରାଷ୍ଟ୍ରୀୟ କାନାଡାରେ ଆଉ ଜଣେ ଭାରତୀୟକୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର ନୂଆଦିଲ୍ଲୀ: କାନାଡାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ ଦୂତାବାସ ଏନେଇ ଗୁରୁବାର (ଡିସେମ୍ବର ୨୫) ଦିନ…