ଆଜିର ଖବର କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନକୁ ବୋମା ଧମକ: ଶୌଚାଳୟରୁ ମିଳିଲା ଚିଠି ନୂଆଦିଲ୍ଲୀ: ଶିଲଂ ଯାଉଥିବା ଏକ ଇଣ୍ଡିଗୋ ବିମାନର ଶୌଚାଳୟରେ ବୋମା ଧମକ ଥିବା ଏକ ସନ୍ଦିଗ୍ଧ ନୋଟ୍ ମିଳିବା ପରେ କୋଲକାତା ବିମାନବନ୍ଦରରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…