ଆଜିର ଖବର ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ପଇସା ଶକ୍ତିଶାଳୀ କ୍ରମାଗତ ଭାବରେ ଭାରତୀୟ ମୁଦ୍ରା ଭଲ ପ୍ରଦର୍ଶନ କରି ଆସିଛି। ସୋମବାର ଭାରତୀୟ ମୁଦ୍ରା ୬ ପଇସା ଶକ୍ତିଶାଳୀ ରହିଥିବା ବେଳେ ମଙ୍ଗଳବାର ଏହା ପୁନର୍ବାର ଭଲ…