ଆଜିର ଖବର ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ ନୂଆଦିଲ୍ଲୀ: ଗୋଆରୁ ଇନ୍ଦୋର ଆସୁଥିବା ଇଣ୍ଡିଗୋ ବିମାନ ନମ୍ବର ୬ଇ୮୧୩କୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନରେ ୧୪୦ ଜଣ ଯାତ୍ରୀ ଥିଲେ। ଲ୍ୟାଣ୍ଡିଂ ଗିଅରରେ…