ଆଜିର ଖବର ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ ଲକ୍ଷ୍ନୌ: ଅନ୍ୟମାନଙ୍କ ଭବିଷ୍ୟତ କହୁଥିବା ଜ୍ୟୋତିଷ ଆଚାର୍ଯ୍ୟ ଇନ୍ଦୁ ପ୍ରକାଶ ମିଶ୍ରଙ୍କ ପରିବାରକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା। ତାଙ୍କ ପତ୍ନୀ ସ୍ମିତା ମିଶ୍ର ଲକ୍ଷ୍ନୌ…