ଅନ୍ତରାଷ୍ଟ୍ରୀୟ ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ ନୂଆଦିଲ୍ଲୀ: ହଂକଂ ସିକ୍ସ ଟୁର୍ଣ୍ଣାମେଣ୍ଟରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି। ଭାରତକୁ ପାକିସ୍ତାନ ୪ ୱିକେଟରେ ପରାସ୍ତ କରିଛି। ପାକିସ୍ତାନ ମାତ୍ର ୩.୫ ଓଭରରେ ୮୯ ରନର ଲକ୍ଷ୍ୟ…