ଆଜିର ଖବର ଭାରତୀୟ ନୌସେନାର ବଢିବ ଶକ୍ତି: ସାମିଲ ହେଲା ଆଉ ଦୁଇଟି ନୂତନ ସ୍ୱଦେଶୀ ଯୁଦ୍ଧ ଜାହାଜ ନୂଆଦିଲ୍ଲୀ: ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଦୁଇଟି ନୂତନ ସ୍ୱଦେଶୀ ଯୁଦ୍ଧ ଜାହାଜ INS ‘ସୁରଥ’ ଏବଂ INS ଉଦୟଗିରି ନୌସେନାରେ ଯୋଗ ଦେଇଛନ୍ତି।…