ଜୀବନ ଶୈଳୀ କମ୍ ସୁଧରେ ପର୍ସନାଲ ଲୋନ୍! ସେପ୍ଟେମ୍ବରରେ କେଉଁ ବ୍ୟାଙ୍କର ରେଟ୍ କେତେ? ହଠାତ୍ ଟଙ୍କାର ଆବଶ୍ୟକତା ପଡ଼ିଲେ ଅନେକ ଲୋକ ପର୍ସନାଲ ଲୋନ୍ର ସହାୟତା ନିଅନ୍ତି। ଘରୋଇ ଖର୍ଚ୍ଚ, ଶିକ୍ଷା, ବିବାହ, ଚିକିତ୍ସା କିମ୍ବା ଅନ୍ୟ ଜରୁରୀ ଆବଶ୍ୟକତା ପାଇଁ…