ଆଜିର ଖବର ମହାକାଶରେ ରହିବା ସୁନୀତା ୱିଲିୟମ୍ସଙ୍କ ପାଇଁ ବିପଜ୍ଜନକ, ମହାକାଶଚାରୀମାନେ ଅସୁରକ୍ଷିତ ନୂଆଦିଲ୍ଲୀ: ସୁନୀତା ୱିଲିୟମ୍ସ ତାଙ୍କ ସାଥୀ ବେରୀ ୱିଲମୋରଙ୍କ ସହ ଦୀର୍ଘ ସମୟ ଧରି ମହାକାଶରେ ଅଟକି ରହିଛନ୍ତି। ପ୍ରାରମ୍ଭରେ ତାଙ୍କର ମିଶନ ମାତ୍ର ୮ ଦିନ…