ଆଜିର ଖବର ଆପଣଙ୍କ ଫୋନ୍ରୁ ଲାପଟପ୍ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ ଆଜିର ଡିଜିଟାଲ୍ ଯୁଗରେ ଇଣ୍ଟରନେଟ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ଫୋନ୍ରେ ୱେବସାଇଟ୍ ଖୋଲିବାଠାରୁ ଆରମ୍ଭ କରି ଲାପଟପ୍ରେ ଭିଡିଓ ଦେଖିବା, ଅନଲାଇନ୍ ପେମେଣ୍ଟ କରିବା…