ଆଜିର ଖବର ଥରେ ପାକିସ୍ତାନକୁ ଭୟ କରି ପଳାଇ ଯାଇଥିଲେ ସୁନୀଲ ଗାଭାସ୍କର: ଇଞ୍ଜାମାମଙ୍କ ବିବାଦୀୟ ବିବୃତ୍ତି ନୂଆଦିଲ୍ଲୀ: ଭାରତର ବିଜୟ ସହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ସମାପ୍ତ ହୋଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି।…