ଆଜିର ଖବର ଆଇପିଏଲ୍-୧୪ ପାଇଁ ଯୋଡ଼ି ହେବେ ଆଉ ଦୁଇଟି ଦଳ: ୮ଟି ଦଳ ପରିବର୍ତ୍ତେ ଖେଳିପାରନ୍ତି ୧୦ଟି ଦଳ ନୂଆଦିଲ୍ଲୀ: ଆସନ୍ତା ୨୦୨୧ ଆଇପିଏଲ୍ରେ ୧୦ଟି ଟିମ୍ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ। ବସିସିଆଇ ଦୁଇଟି ନୂଆ ଟିମ୍ ଯୋଡ଼ିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଆସନ୍ତା ୨୪ ତାରିଖରେ…