ଆଜିର ଖବର ୪୪ ଟି ମ୍ୟାଚ୍ ପରେ ମଧ୍ୟ କାହାକୁ ମିଳିନାହିଁ ଯୋଗ୍ୟତା: RCB ଠାରୁ MI କୁ ମଧ୍ୟ ପ୍ଲେ ଅଫ୍ ପାଇଁ ରହିଛି ସୁଯୋଗ ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୪ ଆଇପିଏଲ୍ ରେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ…