ଆଜିର ଖବର ଆରସିବି ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ପର୍ଯ୍ୟନ୍ତ, ନିଲାମ ପରେ କିପରି ଦେଖାଯାଉଛି ସମସ୍ତ 10 ଟି ଟିମ୍, ଜାଣନ୍ତୁ ନୂଆଦିଲ୍ଲୀ: 2025 ଆଇପିଏଲ୍ ମେଗା ନିଲାମରେ ମୋଟ 577 ଖେଳାଳିଙ୍କୁ ବିଡ୍ କରାଯାଇଥିଲା, ସେଥିମଧ୍ୟରୁ କେବଳ 182 ଖେଳାଳି ବିକ୍ରି ହୋଇଥିଲେ। ସମସ୍ତ 10 ଟି ଦଳ…