IPL 2026 Qualifier 2

ନୂଆଦିଲ୍ଲୀ: ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଅଧିନାୟକ ଶୁଭମନ ଗିଲଙ୍କ ଶତକ ଗୁଜୁରାଟର…