ଆଜିର ଖବର IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା ନୂଆଦିଲ୍ଲୀ: IPL 2026 ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପୁଣି ଥରେ ଟାଇଟଲ ଜିତିଛି। RCB ଲଗାତାର ଦ୍ୱିତୀୟ ସିଜନ ପାଇଁ ଚାମ୍ପିଅନ ହୋଇଛି।…