ଆଜିର ଖବର ବାଣିଜ୍ୟ କର ତଥା ଜି.ଏସ୍.ଟି କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଜୟ ସିଂହ ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ବାଣିଜ୍ୟ କର ତଥା ଜି.ଏସ୍.ଟି କମିଶନର ଭାବେ ଆଜି ଅପରାହ୍ନରେ କଟକସ୍ଥିତ…