ଆଜିର ଖବର ଇକବାଲ ଅନସାରୀ ମସଜିଦ ନିର୍ମାଣକୁ ନେଇ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଉପରେ ଖପ୍ପା! ନୂଆଦିଲ୍ଲୀ: ବାବ୍ରି ମସଜିଦର ପକ୍ଷକାର ଇକବାଲ ଅନସାରୀ ସୁନ୍ନି ଓ୍ଵାକଫ ବୋର୍ଡକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୫ ଏକର ଜମିରେ ମସଜିଦ ନିର୍ମାଣ କରିବାରେ…