ଆଜିର ଖବର ଫିଫା ବିଶ୍ୱକପରେ କୀର୍ତ୍ତିମାନ ସୃଷ୍ଟି କଲେ ଏହି ଭାରତୀୟ ଖେଳାଳି: ରଚିଲେ ନୂଆ ଇତିହାସ ନୂଆଦିଲ୍ଲୀ: ସରପ୍ରୀତ ସିଂହ ୨୦୨୬ ଫିଫା ବିଶ୍ୱକପରେ ଇତିହାସ ସୃଷ୍ଟି କରିଛନ୍ତି। ଭାରତରେ ଜନ୍ମଗ୍ରହଣ କରିଥିବା ସରପ୍ରୀତ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ପ୍ରତିନିଧିତ୍ୱ କରିଥିଲେ। ଇରାନ ବିପକ୍ଷ ମ୍ୟାଚ୍…