ଅନ୍ତରାଷ୍ଟ୍ରୀୟ ଇରାନ ଆମେରିକା ସାମ୍ନାରେ ରଖିଲା ୭ ସର୍ତ୍ତ: କହିଲା – ମାନିଲେ ଖୋଲିବ ରାସ୍ତା ନୂଆଦିଲ୍ଲୀ: ଇରାନ-ଆମେରିକା ମଧ୍ୟରେ ତିକ୍ତତା କମିବାର ନାଁ ନେଉନି। ଏହାରି ଭିତରେ ତେହେରାନ କଡା ଆଭିମୁଖ୍ୟ ନେଇଛି। ଇରାନର ସୁରକ୍ଷା ପ୍ରମୁଖ ମୋହସେନ ରେଜାଇ କହିଛନ୍ତି ଯେ,…