ଆଜିର ଖବର ‘ପ୍ରଧାନମନ୍ତ୍ରୀ ମୋଦୀ ଯାହା କରୁଛନ୍ତି, ଠିକ୍ କରୁନାହାନ୍ତି…: ଇସ୍ରାଏଲ-ଇରାନ ଯୁଧ ସମ୍ପର୍କରେ କହିଲେ ଆବୁ ଆଜମୀ ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସାମରିକ ସଂଘର୍ଷ ଚାଲିଛି। ଏହି ସମୟରେ ସମାଜବାଦୀ ପାର୍ଟିର ସଭାପତି ଏବଂ ମହାରାଷ୍ଟ୍ରର ବିଧାୟକ ଆବୁ ଆଜମୀଙ୍କ ପକ୍ଷରୁ ଏକ…