ଆଜିର ଖବର ଚୀନ୍କୁ ବଡ଼ ଝଟକା ଦେଲା ପାକିସ୍ତାନ: J-35 ଲଢ଼ୁଆ ବିମାନ କିଣିବାର ଖବରକୁ କଲା ଖାରଜ ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଚୀନ୍ର ଉନ୍ନତ J-35A ଷ୍ଟିଲ୍ଥ୍ ଲଢ଼ୁଆ ବିମାନ କିଣିବା ରିପୋର୍ଟକୁ ଖାରଜ କରିଛନ୍ତି। ଏକ ସାକ୍ଷାତକାରରେ, ସେ ଏହି…