ଜାତୀୟ ଖବର “ଗାନ୍ଧୀଜୀଙ୍କ ଭାଷାରେ ନୁହେଁ, ନେତାଜୀଙ୍କ ଭାଷାରେ ଉତ୍ତର ଦିଆଯିବ”: ଶୁଭେନ୍ଦୁ ଅଧିକାରୀ କୋଲକୋତା: ଯାଦବପୁର ବିଶ୍ୱବିଦ୍ୟାଳୟକୁ ନେଇ ଚାଲିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଦେଶ ବିରୋଧୀ ଶକ୍ତିର ସମର୍ଥକମାନଙ୍କୁ ଚିକିତ୍ସା କରାଯିବା।…