ଆଜିର ଖବର ‘କଂଗ୍ରେସରୁ କେହି ଜଣେ ହେବେ ପ୍ରଧାନମନ୍ତ୍ରୀ’: ଫଳାଫଳ ପୂର୍ବରୁ ଇଣ୍ଡିଆ ମେଣ୍ଟର ଏହି ବଡ ନେତାଙ୍କ ଦାବି ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅନ୍ତିମ ଫଳାଫଳ ମଙ୍ଗଳବାରରେ ପ୍ରକାଶ ପାଇବ। ଏହାପୂର୍ବରୁ ଇଣ୍ଡିଆ ଆଲାଇନ୍ସ ଏବଂ ଏନଡିଏର ନେତାମାନେ ନିଜ ସରକାର ଗଠନ କରିବାକୁ ଦାବି…