ଆଜିର ଖବର ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ଭୁବନେଶ୍ଵର: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପରିସରରେ ଗୁରୁବାର ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ତତ୍ତ୍ଵର ବିଭିନ୍ନ ଦିଗ ଉପରେ ବିଶିଷ୍ଟ…